ଗୋଲ୍‌ଡକୋଷ୍ଟ୍‍ରେ ଇତିହାସ ରଚିଲା ଭାରତ

ପ୍ରଥମ ଥର ଟେବୁଲ୍‌ ଟେନିସରୁ ସ୍ୱର୍ଣ୍ଣ, ଚତୁର୍ଥ ଦିନରେ ୩ଟି ସ୍ୱର୍ଣ୍ଣ ଗୋଲ୍‌ଡକୋଷ୍ଟ୍‍ (ଅଷ୍ଟ୍ରେଲିଆ) : ଚଳିତ ଏକବିଂଶ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ରବିବାର ଭାରତ ଟେବୁଲ୍‌ ଟେନିସ୍‌ରୁ ପ୍ରଥମ ଥର ସ୍ୱର୍ଣ୍ଣ ପଦକ ଜିତି ନୂଆ ଇତିହାସ ରଚିଛି। ଦଳଗତ ବର୍ଗରେ ଭାରତ ଏହି ସଫଳତା ପାଇଥିବା ବେଳେ ରବିବାର ଆଉ ୨ ବ୍ୟକ୍ତିଗତ ସ୍ୱର୍ଣ୍ଣ ପଦକ ସହିତ ମୋଟ ଅଧାଡ଼ଜନ ପଦକ ଅମଳ କରିଛି। ସବୁଠାରୁ ଉଲ୍ଲେଖନୀୟ କଥା … Continue reading ଗୋଲ୍‌ଡକୋଷ୍ଟ୍‍ରେ ଇତିହାସ ରଚିଲା ଭାରତ